ପୋଷକତା କରିବା
ଦେଖଣା
ପୋଷକତା କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୋଷକତା କରିବା
|
ଦେଶଜ - କ୍ରି. (କଚିରିଆ)
[ସମ୍ପାଦନା]କୌଣସି ଦାବୀକୁ ବା ଉକ୍ତିକୁ ପ୍ରମାଣାଦିଦ୍ୱାରା ସମର୍ଥନ କରିବା — To support or substantiate a claim or statement by some proof.