ପୋଷକୀ ଭାଷା
ଦେଖଣା
ପୋଷକୀ ଭାଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଷକୀ ଭାଷା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ଭାଷାକୁ ବିଶେଷ ଅଳଙ୍କାରଦ୍ୱାରା ସଜ୍ଜିତ କରାଯାଇ ଥାଏ; ଅଳଙ୍କୃତ ଭାଷା — ୧. Ornamental language.
- ୨. ସାଧୂଭାଷା; ସଭ୍ୟଜନ ବ୍ୟବହୃତ ଭାଷା — ୨. The language used in refined society.