ପୋଷଣ
ଦେଖଣା
ପୋଷଣ
ଉଚ୍ଚାରଣ
[ସମ୍ପାଦନା]ପୋଷିତ; ପୁଷ୍ଟ, ପୋଷଣୀୟ, ପୋଷ୍ୟ ବିଣ
ଦେଶଜ - ବିଶେଷ୍ୟ - (ପୁଷ୍ ଧାତୁ+ ଭାବ. ଅନ)
[ସମ୍ପାଦନା]- ୧. ପାଳନ; ବର୍ଦ୍ଧନ —୧. Nourishing; cherishing; rearing.
- ୨. ପୁଷ୍ଟି —୨. Nourishment.
- ୩. ଖାଦ୍ୟାଦିଦ୍ୱାରା ଆଶ୍ରୟ ପ୍ରଦାନ — ୩. Maintaining; supporting.
- ୪. ସ୍ୱମର୍ଯ୍ୟାସ୍ଥିତ ନିଜ ଭକ୍ତ ପ୍ରତି ଭଗବାନଙ୍କର ଅନୁଗ୍ରହ — ୪. God's grace or favour to a god-fearing devotee.
ବିଷ୍ଣୁ ବିଜୟ 'ସ୍ଥିତି' ନାମ ତା ଅନୁଗ୍ରହ ଯେ ପୋଷଣ ଜଗନ୍ନାଥ. ଭାଗବତ