Jump to content

ପୋଷଣାହାରୀ

ଉଇକିଅଭିଧାନ‌ରୁ

ପୋଷଣାହାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ପୋଷଣାହାରିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]

ପୋଷଣକାରକ; ଯେ ପୋଷେ; ପରିପାଳକ — Maintaining; supporting others by one's earing.

(ଯଥା—ତାର ୨୫: ବରଷର ପୋଷଣାହାରୀ ପୁଅ ମରିଗଲା)