Jump to content

ପୋଷା

ଉଇକିଅଭିଧାନ‌ରୁ

ପୋଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପୁଷ୍ ଧାତୁଜ ପୋଷଣ)

[ସମ୍ପାଦନା]
୧. ପୋଷିବା; ପାଳନ କରିବା; ପୋଷଣ —୧. Maintaining.
୨. କୌଣସି ଜୀବକୁ ଆଣି ଘରେ ପାଳିବା — ୨. Domesticating.

[[]] ୩ ପୋଷ ]] ୩ (ଦେଖ) - —୩. Posha ୩ (See)

ବିଶେଷଣ -

[ସମ୍ପାଦନା]
୧. ପାଳିତ — ୧. Maintained; brought up; adopted.

(ଯଥା—ପୋଷା ପୁଅ)

୨. ଗୃହପାଳିତ —୨. Domesticated.
୩. ବଶୀଭୂତ; ପୋଷ ମାନିଥିବବା — ୩. Tame; tamed.

ପୋଷା ଶାରୀକି ମୋ କିଏ ସେ ନେଲା ଅରଣ୍ୟରେ ରା ଦେଲା—ଢଗ

୪. ଯାହାଦ୍ୱାରା କୁଟୁମ୍ୱ ଆଦିଙ୍କୁ ପୋଷିବାକୁ ହୁଏ — ୪. Affording maintenance.

(ଯଥା—କୁଟୁମ୍ୱ ପୋଷା ବୃତ୍ତି)

୫. ଯେ ପାଳେ —୫. Maintaining.

(ଯଥା—ଲକ୍ଷ ପୋଷା ଲୋକ)