ପୋଷିବା ପାଳିବା
ଦେଖଣା
ପୋଷିବା ପାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଷିବା ପାଳିବା
|
ଦେଶଜ - କ୍ରି. (ଏକାର୍ଥ ବୋଧକ ସହଚର ଶବ୍ଦ)
[ସମ୍ପାଦନା]- ୧. ଲାଳନ ପାଳନ କରିବା — ୧. To bring up.
ଅନୁବାଦ
[ସମ୍ପାଦନା]ପୋଷିବା ପାଳିବା
|
- ୨. ଯତ୍ନ ସହିତ ପାଳନ କରବା — ୨. To bring up with care.
ପୋଷିଲି ପାଳିଲି ନୋହିଲି କିଛି ଅଧିକାର କଲା ଗୁହାଳ ପୋଛି ଢଗ