Jump to content

ପୋଷୀ

ଉଇକିଅଭିଧାନ‌ରୁ

ପୋଷୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପୋଷକ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା— ଲକ୍ଷପୋଷୀ)

[ସମ୍ପାଦନା]

ଯେ ପୋଷେ; ପ୍ରତିପାଳକ — Maintaining.

ବୋଲାଅ ଜଗତେ ସିନା ଲକ୍ଷ ପୋଷୀ ରାଧାନାଥ—ଦରବାର