Jump to content

ପୋଷେଇବା

ଉଇକିଅଭିଧାନ‌ରୁ

ପୋଷେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପୋଷିବା କ୍ରିୟାର ଣିଜନ୍ତରୂପ— ୧ (ଅନ୍ୟଦ୍ୱାରା ପୋଷଣ କ୍ରିୟା କରାଇବା — ୧. To cause to be reared or maintained.
୨. ପଟିବା; ମନୋମତ ହେବା; ଭଲ ଲାଗିବା; ସୁଖକର ଜଣାଯିବା —୨. To suit; to be one's liking or fancy.

(ଯଥା—ମତେ ଦଶ ହାକିମଙ୍କ ମନ ଯୋଗାଇବା ଚାକିରୀ ପୋଷାଇବ ନାହିଁ)

୩. ପ୍ରତିପୋଷଣ ନିମନ୍ତେ ଯଥେଷ୍ଟ ହେବା; ଅଣ୍ଟିବା — ୩. To suffice for one's maintenance.

(ଯଥା—ମତେ ମାସକୁ ଟ୩/?/ ଦରମା ପୋଷାଇବ ନାହିଁ)

୪. ଲାଭଜନକ ହେବା —୪. To be profitable.

(ଯଥା—ଏ ବେପାର ମତେ ପୋଷାଇବ ନାହିଁ)