ପୋଷ୍ଟେଜ୍
ଦେଖଣା
ପୋଷ୍ଟେଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - ଇଂ)
[ସମ୍ପାଦନା]- ୧. ଡାକ ମାହାସୁଲ — ୧. Postage.
- ୨. ଡାକ ଟିକିଲି —୨. Postal stamp.
[ଦ୍ରଷ୍ଟବ୍ୟ —ସରକାରୀ କର୍ମଚାରୀମାନେ ସରକାରୀ ଚିଠି ପାଇଁ ବ୍ୟବହାର କରିବା ଡାକ ଟିକିଲି ଉପରେ ଅନ୍ ହିଜ୍ ମେଜେଷ୍ଟିଜ୍ ସର୍ଭିସ୍ ଓନ୍ଲି (on His Majesty's service only) 'ସମ୍ରାଟ ଖାସ୍ କାର୍ଯ୍ୟରେ ବ୍ୟବହାର୍ଯ୍ୟ ମାତ୍ର' ଛପା ମରାଯାଇଥିବା ଡାକ ଟିକଟକୁ ସର୍ଭିସ୍ ପୋଷ୍ଟେଜ୍ (service postage) ବା ସର୍ଭିସ୍ ଷ୍ଟାମ୍ପ୍ (Service stamp) କହନ୍ତି]