ପୋଷ୍ଟ୍
ଦେଖଣା
ପୋଷ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଡାକ; ଚିଠିପତ୍ରାଦି ପ୍ରେରଣର ସରକାରୀ ବ୍ୟବସ୍ଥା —୧. Post.
[ଦ୍ରଷ୍ଟବ୍ୟ —ଏହି ଇଂରାଜି ଶବ୍ଦ ଅନ୍ୟ ଇଂରାଜି ଶବ୍ଦମାନଙ୍କ ପରେ ଓ ପୂର୍ବେ ବ୍ୟବହୃତ ହୁଏ, ଯଥା—ଭି. ପି. ପୋଷ୍ଟ; ପାରସେଲ୍ ପୋଷ୍ଟ, ବୁକ୍ ପୋଷ୍ଟ, ବେରିଙ୍ଗ୍ ପୋଷ୍ଟ , ଆଉଟ୍ ପୋଷ୍ଟ, ପୋଷ୍ଟ୍ ମାଷ୍ଟର, ପୋଷ୍ଟ୍ ପିଅନ୍]
- ୨. ଚାକିରି —୨. Post.
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ସ୍ପଷ୍ଟର ଅଶୁଦ୍ଧ ଉଚ୍ଚାରଣ)
[ସମ୍ପାଦନା]ସ୍ପଷ୍ଟ —Clear.
କ୍ରି.ବିଶେଷଣ -
[ସମ୍ପାଦନା]- ୧. ସ୍ପଷ୍ଟରୂପେ —୧. Clearly.
- ୨. ନିଃସନ୍ଦେହରୂପେ —୨. Undoubtedly.