ପୋଷ୍ଟ୍ ଇଲାକା
ପୋଷ୍ଟ୍ ଇଲାକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ପୋଷ୍ଟ୍ ବିଭାଗ, ପୋଷ୍ଟାଲ୍ ଇଲାକା, ପୋଷ୍ଟାଲ୍ ବିଭାଗ ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପୋଷ୍ଟ+ ଫାରାସୀ - ଏଲାକା)
[ସମ୍ପାଦନା]ପୋଷ୍ଟାଲ ଡିପାର୍ଟମେଣ୍ଟ୍ (ଦେଖ) - Poshṭāl ḍipārtmeṇṭ (See)
[ଦ୍ରଷ୍ଟବ୍ୟ —ଆଧୁନିକ କଥାବାର୍ତ୍ତା ଓ ଲେଖାର ପୋଷ୍ଟ (post) ପୋଷ୍ଟାଲ୍ (postal) ପୋଷ୍ଟ୍ ଶବ୍ଦମାନଙ୍କ ସଙ୍ଗେ ଅନେକ ପ୍ରଚଶିତ ଇଂରାଜିଶବ୍ଦମାନ ଲାଗି ବିକୃତି ଓ ଅବିକୃତି ହୋଇ ଓଡ଼ିଶାରେ ବ୍ୟବହୃତ ହେଉଅଛି; ଯଥା—ପୋଷ୍ଟାଲ୍ ଇନ୍ସ୍ ପେକ୍ଟର (post inspector) ପୋଷ୍ଟାଲ୍ ସାର୍ଟିଫିକେଟ୍ (post certificate) ପୋଷ୍ଟାଲ୍ ଅର୍ଡ଼ର (postal order) ପୋଷ୍ଟାଲ୍ ସୁପରିଟେଣ୍ଡେଣ୍ଟ (postal superintendent) ପୋଷ୍ଟାଲ୍ ରସିଦ୍ (postal receipt) ପୋଷ୍ଟ୍ ମାଷ୍ଟର୍ ଜେନେରାଲ (post master general) ପୋଷ୍ଟାଲ ଭାନ୍ (post van) ପୋଷ୍ଟାଲ୍ ରନର୍ (postal runner) ପୋଷ୍ଟାଲ୍ ମନିଅର୍ଡ଼ର (postal money order) ଡାକବିଭାଗ ସମ୍ୱନ୍ଧୀୟ ଅନେକ ଶବ୍ଦ ମଧ୍ୟ ବିକୃତି ଓ ଅବିକୃତି ହୋଇ ଚଳୁଅଛି; ଯଥା—ସେଭିଙ୍ଗସ୍ ବ୍ୟାଙ୍କ୍ (savings bank), ମନିଅର୍ଡ଼ର (moneyorder), ରସିଦ୍ (receipt), ଇନ୍ସିଓର (insure), ଭାଲ୍ୟୁ ପେବ୍ଳ ପାର୍ଶେଲ (V.P. parcel); ପୋଷ୍ଟେଜ୍ (postage), ରେଜିଷ୍ଟ୍ରେସନ୍ (registration), ଏନ୍ଭଲପ୍ (envelop), ସର୍ଭିସ୍ ପୋଷ୍ଟ୍ (service post), ସବ୍ ପୋଷ୍ଟମାଷ୍ଟର୍ (sub postmaster), ଡେପୁଟୀ ପୋଷ୍ଟ ମାଷ୍ଟର (deputy post master), ଏଆର ପୋଷ୍ଟ Air post).]