ପୋଷ୍ଟ୍ କାଡ଼୍
ଦେଖଣା
ପୋଷ୍ଟ୍ କାଡ଼୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୋଷ୍ଟ୍ କାଡ଼୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଏକ ପାଖରେ ଚିଠି ଲେଖିବାର ପତ୍ର —Post card.
[ଦ୍ରଷ୍ଟବ୍ୟ —ସରକାରୀ କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଯେଉଁ କାର୍ଡ଼ ବ୍ୟବହାର କରନ୍ତି ଓ ଯହିଁରେ ଅନ୍ ହିଜ୍ ମେଜେଷ୍ଟିଜ୍ ସର୍ଭିସ୍ (on His Majesty's service)ମାର୍କା ମରିଥାଏ ତାକୁ ସର୍ଭିସ୍ କାର୍ଡ଼ (service card) ବୋଲା— ଯାଏ]