ପୋଷ୍ଟ୍ ବକ୍ସ
ଦେଖଣା
ପୋଷ୍ଟ୍ ବକ୍ସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୋଷ୍ଟ ବାକସ, ପୋଷ୍ଟ ବାକ୍ସ ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଯେଉଁ ବାକ୍ସରେ ସାଧାରଣ ଲୋକେ ଡାକରେ ଚିଠିପତ୍ର ଗଳାଇ ପକାନ୍ତି —୧. Post box.
- ୨. ଡାକଘରେ ଭିନ୍ନ ଭିନ୍ନ ଲୋକଙ୍କ ନାମରେ ଆସିବା ଚିଠିମାନଙ୍କୁ ଡାକ ପିଅନ ଯେଉଁ ବାକ୍ସରେ ପକାଏ —୨. Post boxes of different persons kept at the post office.
[ଦ୍ରଷ୍ଟବ୍ୟ —ଏ ବାକ୍ସର ଗୋଟିଏ ଚାବି ମାଲିକ ପାଖରେ ଏବଂ ଆଉ ଗୋଟିଏ ଚାବି ପିଅନ୍ ହାତରେ ଥାଏ ପିଅନ ସେ ବାକ୍ସରେ ଚିଠି ରଖି ଦେଇ ଗଲା ପରେ ମାଲିକର ଲୋକ ଆସି ବାକ୍ସ ଫିଟାଇ ଚିଠିମାନ ନେଇଯାଏ]