Jump to content

ପୋଷ୍ଟ୍ ମାନ୍

ଉଇକିଅଭିଧାନ‌ରୁ

ପୋଷ୍ଟ୍ ମାନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ପେଷ୍ଟମ୍ୟା(ମେ)ନ୍; ପୋଷ୍ଟ ପିଅ(ଉ)ନ୍—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଡାକପିଅନ; ଡାକବାଲା; ଯେଉଁ ପିଆଦା ଚିଠିପତ୍ର ବାଣ୍ଟେ —Postman; postal peon.