ପୋଷ୍ୟ
ଦେଖଣା
ପୋଷ୍ୟ
ଉଚ୍ଚାରଣ
[ସମ୍ପାଦନା](ପୋଷ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପୁଷ୍ ଧାତୁ+ କର୍ମ. ଯ)
[ସମ୍ପାଦନା]- ୧. ଯାହାକୁ ମନୁଷ୍ୟର ପୋଷିବା ଉଚିତ୍; ପୋଷଣ ଯୋଗ୍ୟ; ପ୍ରତିପାଲ୍ୟ — ୧. Deserving to be maintained or taken care of.
- ୨. ଯାହାକୁ ପୋଷାଯାଏ — ୨. Maintained; cherished.
ବିଶେଷ୍ୟ -
[ସମ୍ପାଦନା]- ୧. ପରିବାର —୧. Family.
- ୨. ଭୃତ୍ୟ —୨. Dependent; servant.