Jump to content

ପୋଷ୍ୟ ବର୍ଗ

ଉଇକିଅଭିଧାନ‌ରୁ

ପୋଷ୍ୟ ବର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୋଷ୍ୟ+ ବର୍ଗ)

[ସମ୍ପାଦନା]
୧. ଆପଣାର ପରିବାରଭୁକ୍ତ ବ୍ୟକ୍ତିଗଣ — ୧. One's dependents; teh members of one's family.
୨. ଭୃତ୍ୟବର୍ଗ —୨. The body of one's attandants and followers. ret nue.
୩. ହିନ୍ଦୁଶାସ୍ତ୍ର ଅନୁସାରେ ଯେଉଁ ଯେଉଁ ବ୍ୟକ୍ତିମାନଙ୍କୁ ମନୁଷ୍ୟ— ପୋଷିବାରେ କର୍ତ୍ତବ୍ୟ ଓ ଯାହାଙ୍କୁନ ପୋଷିଲେ ପାପ ହୁଏ — ୩. A class of persons or dependents whom every householder is enjoined by the Hindu codes to maintain.

[ଦ୍ରଷ୍ଟବ୍ୟ —ପିତା, ମାତା, ଗୁରୁ, ସନ୍ତାନ, ଭ୍ରାତା, ଅତିଥି, ଅଗ୍ନିଦେବତା ଓ ଆଶ୍ରିତ ବ୍ୟକ୍ତିମାନେ ମନୁଷ୍ୟର ପୋଷ୍ୟବର୍ଗ ଅଟନ୍ତି]