Jump to content

ପୋସ୍ତକ ଦାନା

ଉଇକିଅଭିଧାନ‌ରୁ

ପୋସ୍ତକ ଦାନା

ଉଚ୍ଚାରଣ

[ସମ୍ପାଦନା]

(ପୋସ୍ତଦାନା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୋସ୍ତ୍ ଦାନା)

[ସମ୍ପାଦନା]

ଅଫିମ ଫଳ ମଧ୍ୟରେ ଥିବା ଶ୍ୱେତବର୍ଣ୍ଣ ଅତି କ୍ଷୁଦ୍ର ସର୍ଷାପାକାର ମଞ୍ଜି —Poppy seeds; Papaver Rhoes; Papaver Dubium.

[ଦ୍ରଷ୍ଟବ୍ୟ —ଏହା ବଟା ହୋଇ ତର— କାରୀରେ ମିଶାଯାଏ ଓ ତରକାରୀରେ ମସଲାରୂପେ ଓ ନାନା ଔଷଧରେ ବ୍ୟବହୃତ ହୁଏ; ବୈଦ୍ୟଶାସ୍ତ୍ର ମତରେ ପୋସ୍ତଦାନାରୁ ବାହାରିବା ତେଲ


ଅନୁବାଦ

[ସମ୍ପାଦନା]

ବଳଜନକକ, ଶୁତ୍ରକାରକ, ଗୁରୁ, ବାୟୁ— ନାଶକ, କୁଫଘ୍ନ, ଶୀତବୀର୍ଯ୍ୟ, ମଧୁରରସ ଓ ମଧୁରବିପାକ—ଦ୍ରବ୍ୟଗୁଣ]