ପୋସ୍ତ ବନ୍ଦି
ଦେଖଣା
ପୋସ୍ତ ବନ୍ଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋସ୍ତ ବନ୍ଦି
|
(ପୋସ୍ତବନ୍ଦି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ପୁସ୍ତାବନ୍ଦୀ)—କାନ୍ଥଆଦିର ପଛ ଆଡ଼େ ମୂଳପାଖେ ଇଟା, ମାଟି, ପଥରଆଦି ଗଢ଼ି କାନ୍ଥକୁ ଅଟଳ କରିବାର ପ୍ରଣାଳୀ —୧. The building of a buttress to support a wall.
- ୨. (ଫାରାସୀ - ପୋସ୍ତବନ୍ଦୀ) ବହିକୁ ଚମଡ଼ା ମଲାଟଦ୍ୱାରା ବାନ୍ଧିବା —୨. Binding of a book with leather; leather-binding.