Jump to content

ପୋହଣା

ଉଇକିଅଭିଧାନ‌ରୁ

ପୋହଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - (ସଂସ୍କୃତ - ପୋତାଧନ= ମାଛଜାଆଁଳଙ୍କ ମନ୍ଦା; ଢୁଳ ବଙ୍ଗାଳୀ - ପୋନା)

[ସମ୍ପାଦନା]
୧. ମାଛର ଜାଆଁଳ; ଡ଼ିମ୍ୱଜାତ ମତ୍ସ୍ୟ ଶିଶୁ —୧. Fish fry.
୨. ମାଛ ଜାଆଁଳ ମନ୍ଦା —୨. A shoal of young fishes.