Jump to content

ପୋହଳା ଏଣ୍ଡୁଅ

ଉଇକିଅଭିଧାନ‌ରୁ

ପୋହଳା ଏଣ୍ଡୁଅ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବାଳ+ ଓ. ଏଣ୍ଡୁଅ)

[ସମ୍ପାଦନା]

ଏକ ପ୍ରକାର ନାଲି ମୁଣ୍ଡିଆ ଏଣ୍ଡୁଅ — A kind of chameleon; the horned Iguana; Iguana Tuberculata.

[ଦ୍ରଷ୍ଟବ୍ୟ —ଏମାନଙ୍କ ବହୁରୂପା ଏଣ୍ଡୁଅ କୁହାଯାଏ ଏମାନଙ୍କ ମୁଣ୍ଡ ଓ ବେକ ପୋହଳା ପରି ନାଲି ଦେଖାଯାଏ ଏମାନେ ବିଷଧର ଅଟନ୍ତି ଏମାନଙ୍କ ଶରୀରର ରଙ୍ଗ ଏମାନଙ୍କ ବସିବା ସ୍ଥାନ ଓ ପତ୍ରାଦିର ରଙ୍ଗ ଅନୁସାରେ ବଦଳୁ ଥାଏ]