Jump to content

ପୋହଳା ମାଛ

ଉଇକିଅଭିଧାନ‌ରୁ

ପୋହଳା ମାଛ

ଉଚ୍ଚାରଣ

[ସମ୍ପାଦନା]

(ପୋହୋଳା ମାଛ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ. ଭଙ୍ଗାନ)

[ସମ୍ପାଦନା]

ପୋଖରୀ ଓ ନଦୀ ଆଦିରେ ଥିବା ଏକପ୍ରକାର ଛୋଟ କାତିଯୁକ୍ତ ମାଛ — A small freshwater fish allied to the minnow or chub; minny; Cirrhina Rebe.

[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱବରେ ୧ ଚାଖଣ୍ଡ ପର୍ଯ୍ୟନ୍ତ ବଢ଼ନ୍ତି ଛୋଟ ଛୋଟ ସରୁଆ ପୋହଳାମାଛଙ୍କୁ କାଠି ପୋହଳା (ବଙ୍ଗାଳୀ - ଖଡ଼କେ ବାଟ) ବୋଲାଯାଏ ବଡ଼ ଆକାରର ପୋହଳା ମାଛମାନଙ୍କୁ ବଡ଼ ପୋହଳା (ବଙ୍ଗାଳୀ - ଭାଙ୍ଗନ୍ୱାଟା କହନ୍ତି)]