Jump to content

ପୋହୋଳା

ଉଇକିଅଭିଧାନ‌ରୁ

ପୋହୋଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବାଳ)

[ସମ୍ପାଦନା]

ସାମୁଦ୍ରିକ ଉପରତ୍ନବିଶେଷ — Coral; Corallium Rubrum.

[ଦ୍ରଷ୍ଟବ୍ୟ —ଏହା ବୃକ୍ଷାକୃତି ସାମୁଦ୍ରିକ ଜୀବର ଅସ୍ଥି ଏହା ଖଣ୍ଡଖଣ୍ଡ ହୋଇ କଟାଯାଇ ବିକା ହୁଏ, ଏଥିରେ ମାଳ ଗୁନ୍ଥି ସ୍ତ୍ରୀଲୋକକମାନେ ପିନ୍ଧନ୍ତି ଓ ଏହାର ଭସ୍ମ ଔଷଧରେ ବ୍ୟବହୃତ ହୁଏ ରତ୍ନ ତଳେ ନୋଟ୍ ଦେଖ]

୨. ପୋହଳା ମାଛ (ଦେଖ) - ୨. Pohaḻā māchha (See)
୩. ପିହୁଳା (ଦେଖ) - —୩. Pihuḻā (See)