Jump to content

ପୌଣ୍ଡ୍ର

ଉଇକିଅଭିଧାନ‌ରୁ

ପୌଣ୍ଡ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଣ୍ଡ୍ର+ ଅ)

[ସମ୍ପାଦନା]
୧. ପୁଣ୍ଡ୍ର ଦେଶ; ପ୍ରାଚୀନ ଗୌଡ଼ ଦେଶ; ଆଧୁନି ବିହାରର ଦକ୍ଷିଣାଂଶ — ୧. The ancient name of the country extending frrom the ganges along the south of Bihar.
୨. ପୁଣ୍ଡ୍ର ଦେଶବାସୀ ବ୍ୟକ୍ତି — ୨. Inhabitant of Puṇḍra country.
୩. ଭୀମସେନଙ୍କ ଶଙ୍ଖର ନାମ — ୩. Name of the conch blown by Bhīma.
୪. ପଣ୍ଡ୍ର ଆଖୁ —୪. A kind of pale straw-coloured sugarcane.