ପୌଣ୍ଡ୍ରିକ
ଦେଖଣା
ପୌଣ୍ଡ୍ରିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୁଣ୍ଡ୍ର+ ଇ)
[ସମ୍ପାଦନା]- ୧. ପୁଣ୍ଡ୍ରଆଖୁ — ୧. A variety of sugarcane.
- ୨. ବର୍ଣ୍ଣସଙ୍କର ଜାତବିଶେଷ; ପୌଣ୍ଡ୍ରକ — ୨. A mixed caste.
- ୩. ପୌଣ୍ରକ ରାଜା —୩. Name of a king.
[[]] ୪ ପୁଣ୍ଡ୍ର ]] ୮ (ଦେଖ) - —୪. Puṇḍra ୮ (See)
- ୫. ଋଷିବିଶେଷ (ହିନ୍ଦୀ - ଶ.) —୫. Name of a sage.
- ୬. ତିତ୍ତିର ଜାତୀୟ ପକ୍ଷିବିଶେଷ (ହିନ୍ଦୀ - ଶ.) — ୬. A kind of partridge (bird).