Jump to content

ପୌତ୍ତଳିକତା

ଉଇକିଅଭିଧାନ‌ରୁ

ପୌତ୍ତଳିକତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୌତ୍ତଳିକ+ ଭାବ. ତା)

[ସମ୍ପାଦନା]

ପ୍ରତିମା ପୂଜା; ସାକାର ଉପାସନା — Idolatory; idol worship.