ପୌତ୍ରିକ
ଦେଖଣା
ପୌତ୍ରିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁତ୍ରିକା= ନିକିଟି ମହୁମାଛି+ ଅ)
[ସମ୍ପାଦନା]ପୌତ୍ତିକକ; ନିକୁଟିମହୁ —A kind of pale-coloured honey gathered by small bees.
[ଦ୍ରଷ୍ଟବ୍ୟ —ଏ ମହୁ ଦେଖିବାକୁ ଘୃତ ପରି ପିଙ୍ଗଳ ବର୍ଣ୍ଣ ଏ ମହୁମାଛିମାନେ ସାଧାରଣତଃ ଗଛର କୋରଡ଼ରେ ଓ ଘର କାନ୍ଥର କଣାରେ ଫେଣା କରନ୍ତି]
ବିଶେଷଣ - (ପୁତ୍ର+ ଇକ)
[ସମ୍ପାଦନା]- ୧. ପୁତ୍ର ସମ୍ୱନ୍ଧୀୟ — ୧. Relating to the son.
- ୨. (ପୌତ୍ର+ ଇକ) ପୌତ ସମ୍ୱନ୍ଧୀୟ — ୨. Relating to the grandson.