ପୌତ୍ରି କେୟ
ଦେଖଣା
ପୌତ୍ରି କେୟ
ଉଚ୍ଚାରଣ
[ସମ୍ପାଦନା]ପ୍ରୋତ୍ରିକେୟା, ପୌତ୍ରିକେୟୀ ସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - ପୁଂ. (ପୁତ୍ରିକା+ ଅପତ୍ୟାର୍ଥେ. ଏୟ)
[ସମ୍ପାଦନା]- ୧. ଦୌହିତ୍ର; ଝିଅର ପୁଅ ନାତି — ୧. Daughter's son; grandson.
- ୨. ପୁତ୍ରିକା ପୁତ୍ର (ଦେଖ) - ୨. Putrikā putra (See)