ପୌନଃପୁନିକ
ପୁନଃ ପୁନଃ ଘଟୁଥିବା —Recurring.
ଏକ ପ୍ରକାର ଦଶମିକ ଭଗ୍ନାଂଶ, ଯହିଁରେ ଦଶ ମିକର ପରବତ୍ତୀ ରାଶି ପୁନଃ ପୁନଃ ଆବୃତ୍ତ ହେଉଥାଏ — (mathematics) Recurring decimal, recurring fraction.