Jump to content

ପୌନଃପୁନିକତା

ଉଇକିଅଭିଧାନ‌ରୁ

ପୌନଃପୁନିକତା

ଉଚ୍ଚାରଣ

[ସମ୍ପାଦନା]

(ପୌନଃ ପୁନ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୁନଃପୁନିକ+ ଭାବ. ତା)

[ସମ୍ପାଦନା]
୧. ପୁନଃ ପୁନଃ ଘଟୁଥିବା ଅବସ୍ଥା — ୧. Reiteration; repetition.
୨. ପୁନଃ ପୁନଃ ଉଲ୍ଲେଖ ବା ଉଚ୍ଚାରଣ ବା କଥନ — ୨. Frequent repetition of a matter.