ପୌନର୍ଭବ
ଦେଖଣା
ପୌନର୍ଭବ
ଉଚ୍ଚାରଣ
[ସମ୍ପାଦନା](ପୌନର୍ଭବା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପୁନର୍ଭୁ+ ଅପତ୍ୟାର୍ଥେ. ଅ)
[ସମ୍ପାଦନା]ପୁନର୍ଭୁର ପୁତ୍ର; ବିଧହାର ଗର୍ଭରେ ପୁନର୍ବିବାହିତ ସ୍ୱାମୀଙ୍କ ଔରସଜାତ ସନ୍ତାନ — ୧. Son of a remarried window; the son of a widow b her second marriage.
[ଦ୍ରଷ୍ଟବ୍ୟ —ଏହି ପୁତ୍ର ହିନ୍ଧୁ ସ୍କୁତି ଲିଖିତ ୧୨: ପ୍ରକାର ପୁତ୍ର ମଧ୍ୟରୁ ଏକତମ]
- ୨. ବିଧବା ବିବାହ କରିଥିବା ପୁରୁଷ (ହିନ୍ଦୀ - ଶବ୍ଦସାଗର) — ୨. A male who has married a widow.
ବିଶେଷଣ -
[ସମ୍ପାଦନା]- ୧. ପୁନର୍ବିବାହିତା ବିଧବା ସମ୍ୱନ୍ଧୀୟ — ୧. Relating to or connected with a remarried window.
- ୨. ପୁନର୍ବାର ଜାତ —୨. Born again.
- ୩. ପୁନର୍ବାର ଘଟିବା; ଅଧିକା — ୩. Additional; repeated; recurring.