ପୌରଣ
ଦେଖଣା
ପୌରଣ
ଉଚ୍ଚାରଣ
[ସମ୍ପାଦନା](ପୌରାଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପୁରାଣ+ ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]- ୧. ପୁରାଣ ସମ୍ୱନ୍ଧୀୟ —୧. Pauranic; relating to the Purāṇas; mythological.
- ୨. ପୁରାଣ ବିତ୍ —୨. Versed int the mythological lore or the ancient legends.
- ୩. ପୁରାଣ କଥିତ —୩. Mentioned in the Purāṇas.
- ୪. ପୁରାତନ; ପ୍ରାଚୀନ — ୪. Ancient; relating to the past age.
- ୫. ପୁରାଣ ବା ଏକ କାହାଣ କଉଡ଼ି ମୂଲ୍ୟର (ବସ୍ତୁ) — ୫. Of the value of ୧୬ Paṇas of shell money.