Jump to content

ପୌରନ୍ଦର

ଉଇକିଅଭିଧାନ‌ରୁ

ପୌରନ୍ଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପୁରନ୍ଦର+ ଅ)

[ସମ୍ପାଦନା]

ଇନ୍ଦ୍ରଙ୍କ ସମ୍ୱନ୍ଧୀୟ — Relating to Indra.

ବିଶେଷ୍ୟ -

[ସମ୍ପାଦନା]

ଜ୍ୟେଷ୍ଠା ନକ୍ଷତ୍ର (ଏଥିର ଅଧିପତି ଇନ୍ଦ୍ର) — The ୧୮th lunar mansion.