ପୌରବୀ
ଦେଖଣା
ପୌରବୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପୂରୁ+ ଅପତ୍ୟାର୍ଥେ. ଅ. ସ୍ତ୍ରୀ. ଈ)
[ସମ୍ପାଦନା]- ୧. ବସୁଦେବଙ୍କର ଏ ପତ୍ନୀ —One of the wives of king basudeba.
[ଦ୍ରଷ୍ଟବ୍ୟ —ଏହାଙ୍କର ପ୍ରକୃତ ନାମ ରୋହିଣୀ, କିନ୍ତୁ କାଳେ ବଳରାମ ଜନନୀ ରୋହିଣୀଙ୍କ ନାମ ସଙ୍ଗେ ଏହାଙ୍କ ନାମର ଗଣ୍ଡ— ଗୋଳ ହେବ, ଏଥିପାଇଁ ଏହାଙ୍କୁ ଏହି ନାମ ଦିଆ ଯାଇଥିଲା]
- ୨. ଦେଶ ଓ ମଲ୍ଲାର ରାଗର ମିଶ୍ରଣରେ ଉତ୍ପନ୍ନ ରାଗିଣୀ — ୨. A mixed tune.