ପୌରସ୍ତ୍ରୀ
ଦେଖଣା
ପୌରସ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା](ପୌରନାରୀ; ପୌରଙ୍ଗନା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା, ପୌରା= ପୁରବାସିନୀ+ ସ୍ତ୍ରୀ)
[ସମ୍ପାଦନା]- ୧. ପୁରନାରୀ; ପୁରାଙ୍ଗନା; ଘରଣୀ — ୧. A housewife
- ୨. ଅନ୍ତଃପୁରବାସିନୀ ସ୍ତ୍ରୀ — ୨. A woman of the harem.
- ୩. ନଗରବାସିନୀ ସ୍ତ୍ରୀ — ୩. A woman residing in a town.
- ୪. ସହରର ବେଶ୍ୟା —୪. A prostitute of the town.