ପୌରସ୍ତ୍ୟ
ଦେଖଣା
ପୌରସ୍ତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପୁରସ୍+ଦ୍ଭାବ. ତ୍ୟ)
[ସମ୍ପାଦନା]- ୧. ପ୍ରାଚ୍ୟ; ପୂର୍ବ ଦେଶୀୟ —୧. Eastern; oriental.
- ୨. ସମ୍ମୁଖରେ ଅବସ୍ଥିତ —୨. Situated in front.
- ୩. ଅଗ୍ରେଭବ; ପ୍ରଥମ — ୩. First; prior; foremost; initial.
ବିଶେଷ୍ୟ -
[ସମ୍ପାଦନା]ପ୍ରାଚ୍ୟ ଗୌଡ଼ ଦେଶବାସିଗଣ — The people in the East G&aline;&uline;ṟḍ̠a (M.W.)