ପୌରାଣିକ

ଉଇକିଅଭିଧାନ‌ରୁ

ପୌରାଣିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୌରାଣିକ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ପୁରାଣ+ ସମ୍ୱନ୍ଧାର୍ଥେ. ଇକ)[ସମ୍ପାଦନା]

ପୌରାଣ (ଦେଖ) - P&aline;&uline;rāṇa (See)

ବିଶେଷ୍ୟ -[ସମ୍ପାଦନା]

୧. ପୁରାଣବିତ୍ ବ୍ରାହ୍ମଣ — ୧. A Brāhmaṇa well versed in the ancient legends; a mythologist.
୨. ଯେଉଁ ବ୍ୟକ୍ତି ସମବେତ ଶ୍ରୋତୃବର୍ଗଙ୍କ ଆଗରେ ପୁରାଣ ପାଠ ବା ପୁରାଣ କଥା ବକ୍ତୃତା କରନ୍ତି — ୨. A person who reads or recites mythology and legends before an audience.