ପୌରୋଗବ
ଦେଖଣା
ପୌରୋଗବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ପୁରସ୍= ଅଗ୍ରେ+ ଗୋ= ନେତ୍ର ଯାହାର ପୁରୋଗୁ, ଅର୍ଥାତ୍ ପ୍ରାଚ୍ୟ ବସ୍ତୁ ପ୍ରତି ଯାହାର ପ୍ରଥମେ ଦୃଷ୍ଟି ପଡ଼ିଥାଏ; ପୁରୋଗୁ+ ଅ)
[ସମ୍ପାଦନା]- ୧. ରନ୍ଧନଶାଳାଧ୍ୟକ୍ଷ; ହେଡ଼ ଖାନ୍ସାମା —୧. The superintendent of a kitchen; hotel-overseer; head cook.
- ୨. ରାଜାଙ୍କ ମହାସୁଆର — ୨. Inspector of the Royal kitchen (M.W.)