Jump to content

ପୌର୍ବପର୍ଯ୍ୟ

ଉଇକିଅଭିଧାନ‌ରୁ

ପୌର୍ବପର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୂର୍ବାପର+ଭାବ. ଯ)

[ସମ୍ପାଦନା]
୧. ଆନୁପୂର୍ବିକତା — ୧. Succession.
୨. ଧାରାବାହିକତା —୨. Continuity.
୩. ଅନୁକ୍ରମ —୩. Sequence.
୪. କାର୍ଯ୍ୟ ଓ କାରଣସମ୍ୱନ୍ଧ — ୪. The relationship of cause and effect.
୫. କାରଣ;ହେତୁ —୫. Cause.
୬. ଉତ୍ପତ୍ତି ଓ ପରିଣାମ — ୬. Begining and end; birth and effect.