Jump to content

ପୌର ଜାନପଦ

ଉଇକିଅଭିଧାନ‌ରୁ

ପୌର ଜାନପଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ପୌର+ଜାନପଦ)

[ସମ୍ପାଦନା]

ନଗରବାସୀ ଓ ଜନପଦବାସୀ ବ୍ୟକ୍ତିଗଣ; ସହରିଆ ଓ ମଫସଲିଆ ଲୋକମାନେ —Towns people and village folks.