Jump to content

ପୌଲସ୍ତ୍ୟ

ଉଇକିଅଭିଧାନ‌ରୁ

ପୌଲସ୍ତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପୁଲସ୍ତ୍ୟ+ଅପତ୍ୟାର୍ଥ.ଅ)

[ସମ୍ପାଦନା]
୧. ପୁଲସ୍ତ୍ୟ ମୁନିଙ୍କ ସନ୍ତାନ — ୧. The son of Pulastya sage.
୨. କୁବେର —୨. Kubera; the God of wealth.
୩. ରାବଣ —୩. Rābaṇa; the demon king of Laṅkā.
୪. କୁମ୍ଭକର୍ଣ୍ଣ — ୪. Kumbhakarṇṇa, a brother of Rābaṇa.
୫. ଚନ୍ଦ୍ର —୫. The moon (M.W.)
୬. ବିଭୀଷଣ — ୬. Bibhīshaṇa, a brother of Rābaṇa.