ପୌଲିଶ ସିଦ୍ଧାନ୍ତ
ଦେଖଣା
ପୌଲିଶ ସିଦ୍ଧାନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଲିଶ+ଅ+ସିଦ୍ଧାନ୍ତ)
[ସମ୍ପାଦନା]ପ୍ରାଚୀନ ହିନ୍ଦୁ ଜ୍ୟୋତିଷ ଗ୍ରନ୍ଥବିଶେଷ — Name of an ancient astronomical work based on the system of Paulus Alexandrinus.
[ଦ୍ରଷ୍ଟବ୍ୟ —ବରାହମିହିରୋକ୍ତ ପଞ୍ଚ ସିଦ୍ଧାନ୍ତ ମଧ୍ୟରୁ ପୌଲିଶ ସିଦ୍ଧାନ୍ତ ଏକତମ; ଏଥିର ଗ୍ରନ୍ଥକାରଙ୍କ ନାମ ସଂସ୍କୃତରେ 'ପୁଲିଶ' ବୋଲି ଲେଖା ଯାଇଅଛି ପୁଲିଶଙ୍କର ଗ୍ରୀକ୍ ନାମ ପଲସ୍ ଆଲୋକ୍ଜାଣ୍ଡ୍ରାଇନସ୍ (Paulus Alexandrinus) ଥିଲା କେହି କେହି ଏହାଙ୍କୁ ଗ୍ରୀକ୍ୱାସୀ, କେହି କେହି ମିଶ୍ରବାସୀ ବୋଲି କଳ୍ପନା କରନ୍ତି ]