Jump to content

ପୌଲୋମୀ

ଉଇକିଅଭିଧାନ‌ରୁ

ପୌଲୋମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପୁଲୋମନ୍+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ପୁଲୋମା ଦୈତ୍ୟର କନ୍ୟା, ଇନ୍ଦ୍ର ପତ୍ନୀ, ଶଚୀ — ୧. Sachī the consort of Indra.
୨. ଭୃଗୁ ଋଷିଙ୍କ ପତ୍ନ —୨. Wife of sage Bhṛugu.