Jump to content

ପୌଳି

ଉଇକିଅଭିଧାନ‌ରୁ

ପୌଳି

ଉଚ୍ଚାରଣ

[ସମ୍ପାଦନା]

(ପୌଳିକା, ପୌଳୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୋଳ+ଇ)

[ସମ୍ପାଦନା]
୧. ପୁଳି ପିଠା — ୧. A kind of cake.
୨. ଈଷତ୍ ପକ୍ୱ ରୁଟୀ — ୨. A sort of the half-baked bread.
୩. ସାମାନ୍ୟ ଭଜା ହୋଇଥିବା ଶସ୍ୟ (ହିନ୍ଦୀ - ଶ.) — ୩. Half-fried grain.