ପୌଷ
ଦେଖଣା
ପୌଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୌଷୀ=ପୁଷ୍ୟା ନକ୍ଷତ୍ର ଯୁକ୍ତା ପୂର୍ଣ୍ଣିମା+ଯୁକ୍ତାର୍ଥେ . ଅ; ଏହି ମାମର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ର ଯୁକ୍ତ ଥିବାରୁ)
[ସମ୍ପାଦନା]- ୧. ପୁଷ ମାସ; ମାର୍ଗଶିରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ର ମାସ —୧. The lunar month of P&aline;uline;sha (December and Junuary.)
[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଏହି ମାସରେ ଜନ୍ମ ଗ୍ରହଣ କଲେ ମନୁଷ୍ୟ କୃଶ, ପରୋପକାରୀ, ପିତୃଧନହୀନ; କଷ୍ଟାନ୍ୱିତି, ବ୍ୟୟଶୀଳ, ବିଧିଜ୍ଞ ଓ ସୁଧୀର ହୁଏ]
- ୨. (ଜ୍ୟୋତିଷ) ବାର୍ହସ୍ପତ୍ୟ ୧୨: ବର୍ଷ ମଧ୍ୟରୁ ୩ୟ ବର୍ଷର ନାମ — ୨. (Astrology) Name of the ୩rd year in the ୧୨ year's cycle of Jupiter (M.W.)