Jump to content

ପୌଷ୍ଟିକ

ଉଇକିଅଭିଧାନ‌ରୁ

ପୌଷ୍ଟିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପୁଷ୍ଟି+ଇକ)

[ସମ୍ପାଦନା]

ପୁଷ୍ଟିକର — Nourishing; nutritious.

ବିଶେଷ୍ୟ -

[ସମ୍ପାଦନା]
୧. ପୁଷ୍ଟି ସାଧନ କର୍ମ — ୧. Any operation of nutrition.
୨. ଚୂଡ଼ାକର୍ମ ସମୟରେ ପିନ୍ଧାଯିବା ଲୁଗା — ୨. A cloth put on during the ceremony of tonsure (M.W.)
୩. କ୍ଷୌର ସମୟରେ ଦେହରେ ପଡ଼ିବା ବସ୍ତ୍ରବିଶେଷ — ୩. An apron put over the body during shaving.
୪. ଯେଉଁ କର୍ମଦ୍ୱାରା ଧନ ଆଦିର ବୃଦ୍ଧି ହୁଏ — ୪. Any work which increases fortune and family.