ପୌଷ୍ପ
ଦେଖଣା
ପୌଷ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପୁଷ୍କ+ଅ)
[ସମ୍ପାଦନା]- ୧. ପୁଷ୍ପ ସମ୍ୱନ୍ଧୀୟ — ୧. Floral; flowery.
- ୨. ପୁଷ୍ପ ନିର୍ମିତ —୨. made of flowers.
ବିଶେଷ୍ୟ -
[ସମ୍ପାଦନା]- ୧. ପୁଷ୍ପପୁରୀ; ପାଟଳୀପୁତ୍ର — ୧. A name of the city Pāṭaḻīputra.
- ୨. ପୁଷ୍ପ ପରାଗ (ହିନ୍ଦୀ - ଶବ୍ଦସାଗର) — ୨. The pollen of flowers.
- ୩. ପୁଷ୍ପରୁ ପ୍ରସ୍ତୁତ ମଦ୍ୟ (ହିନ୍ଦୀ - ଶବ୍ଦସାଗର) — ୩. Wine destilled from flowers.