ପୌଷ୍ୟ
ପୁଷ୍ୟା ନକ୍ଷତ୍ର ସମ୍ୱନ୍ଧୀୟ — Relating to the ୮th asterism.
ମହାଭାରତୋକ୍ତ ଜଣେ ରାଜା — name of a king mentioned in the Mahābhārata. (M.W.)
[ଦ୍ରଷ୍ଟବ୍ୟ —ଏ କରବୀରପୁରର ପୁଷନ୍ ରାଜାଙ୍କ ପୁତ୍ର ଥିଲେ]