ପୌଷ ମାସ
ଦେଖଣା
ପୌଷ ମାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପୌଷ (ଦେଖ) - P&aline;&uline;sha (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଲକ୍ଷଣାର୍ଥ) ସୁଖ ଓ ଆନନ୍ଦର ସମୟ — (figurative) A time of merriment.
ବାର ପୌଷ ମାସ କାର ବଂଶ ନାଶ—ନନ୍ଦକିଶୋର. ନିର୍ଝରିଣୀ
[ଦ୍ରଷ୍ଟବ୍ୟ —ଏ ସମୟରେ ଧାନ କଟା ହେଉ ଥିବାରୁ ଜମିବାଡ଼ି ଥିବା ରଇତ ଓ ଯାହାର ଜମିବାଡ଼ି ନାହିଁ ଏପରି ଗରିବ ଧାନ— କଟାଳି ମଧ୍ୟ ଧାନ କଟାକଟି ଯୋଗୁଁ କିଛି ଧାନ ହାତରେ ପାଇ ଆନନ୍ଦରେ ଥାଆନ୍ତି ]