Jump to content

ପ୍ରକଟ

ଉଇକିଅଭିଧାନ‌ରୁ

ପ୍ରକଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ରସ=ସର୍ବତୋଽଭାବରେ+କଟ୍ ଧାତୁ=ଗମନ କରିବା +ଅ)

[ସମ୍ପାଦନା]
୧. ବ୍ୟକ୍ତ —୧. Unfolded; clear.
୨. ପ୍ରକାଶିତ; ଦେଖାଯାଉଥିବା; ପ୍ରତ୍ୟକ୍ଷ — ୨. Displayed; becoming manifest.
୩. ପ୍ରକାଶ୍ୟ — ୩. Apparent; evident; open; visible.
୪. ସ୍ପଷ୍ଟ —୪. Clear.
୫. ଶ୍ରେଷ୍ଠ —୫. Excellent.
୬. ପ୍ରଚାରିତ —୬. Published; proclaimed.
୭. ଉତ୍ପନ୍ନ; ଆବିର୍ଭୃତ (ହିନ୍ଦୀ - ଶ) —୭. Appearing.

ଦେଶଜ - କ୍ରିବିଶେଷଣ -

[ସମ୍ପାଦନା]

ସ୍ପଷ୍ଟରୂପେ —Clearly.

ଚିନ୍ତିଲା ଝୀନ ନୀଳପାଟ ନିତମ୍ୱ ପ୍ରକାଶ ପ୍ରକଟ—ଭୂପତି. ପ୍ରେମପଞ୍ଚାମୃତ