Jump to content

ପ୍ରକଟାଇବା

ଉଇକିଅଭିଧାନ‌ରୁ

ପ୍ରକଟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)—କ୍ରି—(ପ୍ରକଟିବା ଣିଜନ୍ତି ରୂପ)

[ସମ୍ପାଦନା]

ଅନ୍ୟଦ୍ୱାରା ପ୍ରକଟିତ କରାଇବା — ୧. To cause to be mainfested. or published.

୨. ପ୍ରକଟିତ କରିବା — ୨. To unfold; to manifest; to exhibit.

ସୂରାଚାର୍ଯ୍ୟଶିକ୍ଷା ଫଳେ ସେ ଛଇକା କେତେ ଛଇ ପ୍ରକଟାଇ ରାଧାନାଥ. ଯଯାତି